Hanuman Chalisa in Odia Lyrics
Hanuman Chalisa in Odia Lyrics (ହନୁମାନ ଚାଳିଶା ଓଡିଆରେ) ଭକ୍ତ ହନୁମାନଙ୍କ ସାହସ, ଭକ୍ତି, ଶକ୍ତି ଓ ବୁଦ୍ଧିର ଅଦ୍ଭୁତ ବର୍ଣ୍ଣନା କରେ। ତୁଳସୀଦାସଙ୍କ ଦ୍ୱାରା ରଚିତ ଏହି ପବିତ୍ର ଚାଳିଶା ପାଠ କରିଲେ ଭୟ, କଷ୍ଟ ଓ ବାଧା ଦୂର ହୋଇ ଜୀବନରେ ଶାନ୍ତି, ସାହସ ଓ ଶୁଭଫଳ ବୃଦ୍ଧି ପାଏ ବୋଲି ବିଶ୍ୱାସ। ଏଠାରେ ଆପଣ ହନୁମାନ ଚାଳିଶାର ସମ୍ପୁର୍ଣ୍ଣ ଓଡିଆ ଲିରିକ୍ସ ଦୋହା ସହିତ ସହଜରେ ପଢି ପାରିବେ।
Contents
Hanuman Chalisa in Odia | ହନୁମାନ ଚାଳିସା ଓଡିଆ ଲିରିକ୍ସ 🙏
ଦୋହା
ଶ୍ରୀଗୁରୁ ଚରଣ ସରୋଜରଜ
ନିଜମନ ମୁକୁର ସୁଧାରି ।
ବରଣଉ ରଘୁବର ବିମଳ ଯଶ
ଯୋ ଦାୟକ ଫଳ ଚାରି ।।
ବୁଦ୍ଧିହୀନ ତନୁ ଜାନିକେ
ସୁମିରଉ ପବନକୁମାର ।
ବଳ ବୁଦ୍ଧି ବିଦ୍ୟା ଦେହୁ ମୋହି
ହରହୁ କ୍ଲେଶ ବିକାର ।।
🔸 ହନୁମାନ ଚାଳିସା (Hanuman Chalisa in Odia Lyrics)
ଯୟ ହନୁମାନ ଜ୍ଞାନ ଗୁଣ ସାଗର ।
ଯୟ କପୀଶ ତିହୁ ଲୋକ ଉଜାଗର ।।
ରାମଦୂତ ଅତି ବଳ ଧାମା ।
ଅଂଜନୀପୁତ୍ର ପବନସୁତ ନାମା ।।
ମହାବୀର ବିକ୍ରମ ବଜରଙ୍ଗୀ ।
କୁମତି ନିବାର ସୁମତି କେ ସଙ୍ଗୀ ।।
କାଞ୍ଚନ ବରଣ ବିରାଜ ସୁବେଶା ।
କାନନ କୁଣ୍ଡଳ କୁଞ୍ଚିତ କେଶା ।।
ହାଥେ ବଜ୍ର ଧ୍ୱଜା ବିରାଯେ ।
କାଂଧେ ମୁଞ୍ଜ ଜନେଉ ସାଜେ ।।
ଶଙ୍କର ସୁବନ କେସରୀନନ୍ଦନ ।
ତେଜ ପ୍ରତାପ ମହା ଜଗବନ୍ଦନ ।।
ବିଦ୍ୟାବାନ ଗୁଣୀ ଅତି ଚାତୁର ।
ରାମକାଜ କରିବେ କୋ ଆତୁର ।।
ପ୍ରଭୁ ଚରିତ୍ର ଶୁଣିବେ ରସିଆ ।
ରାମ ଲକ୍ଷ୍ମଣ ସୀତା ମନ ବସିଆ ।।
ସୂକ୍ଷ୍ମ ରୂପ ଧରି ସିୟହି ଦେଖାବ ।
ବିକଟ ରୂପ ଧରି ଲଙ୍କା ଜଳାବ ।।
ଭୀମ ରୂପ ଧରି ଅସୁର ସଂହାରେ ।
ରାମଚନ୍ଦ୍ରଙ୍କ କାଜ ସବାରେ ।।
ଲଏ ସଞ୍ଜୀବନ ଲକ୍ଷ୍ମଣ ଜିଆଏ ।
ଶ୍ରୀରଘୁବୀର ହର୍ଷିଉର ଲାଏ ।।
ରଘୁପତି କୀନହି ବହୁତ ବଡ଼ାଇ ।
ତୁମ ମମ ପ୍ରିୟ ଭରତହି ସମ ଭାଇ ।।
ସହସ୍ରବଦନ ତୁମହରଯଶ ଗାବେ ।
ଆସ କହି ଶ୍ରୀପତି କଣ୍ଠ ଲାଏ ।।
ସନକାଦିକ ବ୍ରହ୍ମାଦି ମୁନୀଶା ।
ନାରଦ ସାରଦ ସହିତ ଅହୀଶା ।।
ୟମ କୁବେର ଦିଗପାଳ ଯାହାଁ ।
କବି କୋବିଦ କହି ସକେ କହାଁ ।।
ତୁମ ଉପକାର ସୁଗ୍ରୀବହି କୀନ୍ହା ।
ରାମ ମିଲାୟେ ରାଜପଦ ଦୀନ୍ହା ।।
ତୁମରୋ ମନ୍ତ୍ର ବିଭୀଷଣ ମାନା ।
ଲଙ୍କେଶ୍ୱର ଭଏ ସବଜଗ ଜାନା ।।
ଯୁଗସହସ୍ରଯୋଜନ ପର ଭାନୁ ।
ଲୀଲ୍ୟୋ ତାହି ମଧୁର ଫଳ ଜାନୁ ।।
ପ୍ରଭୁ ମୁଦ୍ରିକା ମେଳି ମୁଖ ମାହିଁ ।
ଜଳଧି ଲଙ୍ଘିଗୟେ ଅଚରଜ ନାହିଁ ।।
ଦୁର୍ଗମ କାଜ ଜଗତ କେ ଜେତେ ।
ସୁଗମ ଅନୁଗ୍ରହ ତୁମରେ ତେତେ ।।
ରାମଦୁଆରେ ତୁମ ରଖବାରେ ।
ହୋତନ ଆଜ୍ଞା ବିନୁ ପୈସାରେ ।।
ସବସୁଖ ଲହୈ ତୁମାରୀ ସରନା ।
ତୁମ ରକ୍ଷକ କାହୁକୋ ଡରନା ।।
ଆପନ ତେଜ ସମ୍ହାରୋ ଆପୈଁ ।
ତିନହୁଁ ଲୋକ ହାଁକ ତେ କାଁପୈଁ ।।
ଭୂତ ପିଶାଚ ନିକଟ ନହିଁ ଆୱୈ ।
ମହାବୀର ଯବ ନାମ ସୁନାୱୈ ।।
ନାସେ ରୋଗ ହରେ ସବ ପୀରା ।
ଜପତ ନିରନ୍ତର ହନୁମତ ବୀରା ।।
ସଙ୍କଟ ତେ ହନୁମାନ ଛୁଡାୱୈ ।
ମନ କର୍ମ ବଚନ ଧ୍ୟାନ ଯୋ ଲାୱୈ ।।
ସବପର ରାମ ତପସ୍ୱୀ ରାଜା ।
ତିନକେ କାଜ ସକଳ ତୁମ ସାଜା ।।
ଔର ମନୋରଥ ଜୋ କଉ ଲାୱୈ ।
ସୋଇ ଅମିତ ଜୀବନ ଫଳ ପାୱୈ ।।
ଚାରିଯୁଗ ପ୍ରତାପ ତୁମାରା ।
ହୈ ପ୍ରସିଦ୍ଧ ଜଗତଉଜିଆରା ।।
ସାଧୁ ସନ୍ତ କେ ତୁମ ରକ୍ଷବାରେ ।
ଅସୁର ନିକନ୍ଦନ ରାମଦୁଲାରେ ।।
ଅଷ୍ଟସିଦ୍ଧି ନବନିଧି କେ ଦାତା ।
ଅସ ବର ଦୀନ ଜାନକୀମାତା ।।
ରାମରସାୟନ ତୁମରେ ପାସା ।
ସଦା ରହୋ ରଘୁପତି କେ ଦାସା ।।
ତୁମରେ ଭଜନ ରାମ କୋ ପାୱୈ ।
ଜନମ ଜନମକେ ଦୁଖ ବିସରାୱୈ ।।
ଅନ୍ତକାଳ ରଘୁବୀରପୁର ଯାଯେ ।
ଯହାଁ ଜନ୍ମହରିଭକ୍ତ କହାଯେ ।।
ଔର ଦେବତା ଚିତ୍ତନ ଧରୈ ।
ହନୁମତ ସେଇ ସର୍ବ ସୁଖ କରୈ ।।
ସଙ୍କଟ କଟୈ ମିଟୈ ସବ ପୀରା ।
ଜୋ ସୁମିରୈ ହନୁମତ ବଲବୀରା ।।
ଜୟ ଜୟ ଜୟ ହନୁମାନ ଗୁସାଇଁ ।
କୃପା କରହୁ ଗୁରୁଦେବ କିନାଇଁ ।।
ଜୋ ସତ ବାର ପାଠ କରେ କୋଇ ।
ଛୁଟହି ବନ୍ଦୀ ମହାସୁଖ ହୋଇ ।।
ଜୋ ଯେ ପଢେ ହନୁମାନ ଚାଳିସା ।
ହୋଇ ସିଦ୍ଧି ସାକ୍ଷୀ ଗୌରୀସା ।।
ତୁଲସୀଦାସ ସଦା ହରିଚେରା ।
କିଜୈ ନାଥ ହୃଦୟେ ମହ ଡେରା ।।
ଦୋହା
ପବନତନୟ ସଙ୍କଟହରଣ
ମଙ୍ଗଳମୂର୍ତ୍ତି ରୂପ ।
ରାମ ଲକ୍ଷ୍ମଣ ସୀତା ସହିତ
ହୃଦୟେ ବସହୁ ସୁରଭୂପ ।।